ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶରୀରରେ ଭିଟାମିନ ଡି’ର ଅଭାବ ଯୋଗୁଁ ଅଷ୍ଟିଓପୋରସିସ, ହାଡ଼ ଦୁର୍ବଳତା, ଥକ୍କାପଣ ଭଳି ସମସ୍ୟା ହୋଇପାରେ।

ତେବେ କେଉଁ କେଉଁ ଖାଦ୍ୟରୁ ଭିଟାମିନ ଡି’ ମିଳିବ, ଶରୀରରେ ଭିଟାମିନ ଡି’ର ଅଭାବ ଦୂର କରିବା ପାଇଁ କ’ଣ କରିବେ, ସେ ବିଷୟରେ ଡାଏଟିସିଆନ ଯସ୍ମିନ ହବିବଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #VitaminD #VitaminDDeficiency #OdiaHealthTips #DoctorAdvice

Comment