ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ସମ୍ବଲପୁରର କପିଲ କୁମାର ମହାନ୍ତି। ଦ୍ଵିତୀୟ ଚେଷ୍ଟାରେ ୨୦୨୨ ମସିହା ଓସିଏସ ପରୀକ୍ଷାରେ କପିଲଙ୍କୁ ଏହି ସଫଳତା ମିଳିଛି।

ନିଜ ସଫଳତା ସମ୍ପର୍କରେ କପିଲ କୁହନ୍ତି କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ନିଶ୍ଚିତ ସଫଳତା ଦେଇଥାଏ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ନହୋଇ ପଢ଼ା ଜାରି ରଖିବା ଦରକାର ବୋଲି କପିଲ କୁହନ୍ତି।

ଏହି ସଫଳତା ପାଇଁ ଅନ୍‌ଲାଇନରେ ପାଠପଢ଼ା ବେଶ ସହାୟକ ହୋଇଥିଲା ବୋଲି ସେ କହୁନ୍ତି। କପିଲଙ୍କ ସଫଳତାର ମନ୍ତ୍ର ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #KapilKumarMohanty #Topper #OAS #OCS #OPSC

Comment