ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ। ତୃତୀୟ ଚେଷ୍ଟାରେ ଏହି ସଫଳତା ପାଇଛନ୍ତି ଆଦିତ୍ୟ।

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ଅଷ୍ଟମ ରାଙ୍କରେ ରହିଛନ୍ତି ଆଦିତ୍ୟ ଦୀପଙ୍କର। ବିଫଳତାରେ ଭାଙ୍ଗି ନପଡ଼ି ବାରମ୍ବାର ଚେଷ୍ଟା କରିବା ଆବଶ୍ୟକ। କାରଣ ବିଫଳତା ହିଁ ସଫଳ ହେବାର ରାସ୍ତା ଦେଖାଏ ବୋଲି କୁହନ୍ତି ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ।

ଓସିଏସ୍ ଟପ୍ପର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀଙ୍କ ସଫଳତା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #AdityaDipankarSarangi #Topper #OAS #OCS #OPSC

Comment