ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରୀକ୍ଷା ସମୟରେ ପିଲାମାନେ ଚାପ ଅନୁଭବ କରିବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏହି ଚାପ ଏତେ ବଢ଼ିଯାଏ ଯେ, ସେମାନେ ପରୀକ୍ଷାରେ ଠିକ ଭାବେ ପ୍ରଦର୍ଶନ କରିପାରନ୍ତି ନାହିଁ। ତେଣୁ ଏହି ସମୟରେ ଅଭିଭାବକମାନେ ବିଶେଷ ଯତ୍ନବାନ ହେବାର ଆବଶ୍ୟକତା ରହଛି।

ତେବେ ପରୀକ୍ଷା ସମୟରେ ପିଲାଙ୍କଠାରେ କେଉଁଭଳି ଚାପ ଥାଏ, ଚାପ ବା ଷ୍ଟ୍ରେସ ଯୋଗୁଁ ପିଲାଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ିଥାଏ ଓ ପରୀକ୍ଷା ସମୟରେ ଅଭିଭାବକଙ୍କର ଭୂମିକା କେମିତି ହେବା ଆବଶ୍ୟକ, ସେ ବିଷୟରେ ମନସ୍ତତ୍ୱବିତ୍‌ ନିଧି ଗର୍ଗଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ExamPressure #Children #Causes #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here