ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ରୁମାଟିକ୍‌ ହୃଦରୋଗ ସମସ୍ୟାରେ ହୃଦୟର ଚାମ୍ବରଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ। ଏହା ଏକ ଗୁରୁତର ସମସ୍ୟା ବୋଲି ଡାକ୍ତର କୁହନ୍ତି।

ରୁମାଟିକ ହାର୍ଟ ସମସ୍ୟା କ’ଣ, ରୁମାଟିକ୍ ହାର୍ଟ ସମସ୍ୟାର ଲକ୍ଷଣ କ’ଣ, ଏହି ସମସ୍ୟାକୁ ରୋକି ହେବକି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #RheumaticHeartDisease #Symptoms #Treatment #Healthcare #OdiaHealthTips

Comment