ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କେବଳ ଖାଦ୍ୟପେୟରେ ଅନିୟମିତତା ନୁହେଁ, ମେଦବହୁଳତା, ଡାଏବେଟିସ୍‌ ତଥା ଅନ୍ୟ ଦୂରାରୋଗ୍ୟ ଯୋଗୁଁ ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢ଼ିଥାଏ। ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଗଲେ ଏହା ହୃଦ୍‌ ରୋଗର କାରଣ ପାଲଟିଯାଏ। ତେଣୁ ସବୁ ଦିଗରୁ ସତର୍କ ରହିବାର ଆବଶ୍ୟକତା ରହିଛି।

 ତେବେ ଶରୀରରେ ଖରାପ କୋଲେଷ୍ଟ୍ରୋଲ କାହିଁକି ବଢ଼େ, କୋଲେଷ୍ଟ୍ରୋଲ ବଢ଼ିଲେ କ’ଣ ଅସୁବିଧା ହୋଇପାରେ, କୋଲେଷ୍ଟ୍ରୋଲକୁ କିପରି ନିୟନ୍ତ୍ରଣରେ ରଖିବେ, ସେ ବିଷୟରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସୁଭାଶିଷ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HighCholesterol #BadCholesterol #Causes #Treatment #OdiaHealthTips #DoctorAdvice

Comment