ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଡାଏବେଟିସ୍ ପରିଚାଳନା କରିବାରେ ଖାଦ୍ୟଶୈଳୀର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ, କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ୍ ସ୍ତର ବଢ଼ିଯାଏ ଏବଂ ଅନେକ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ।
ତେବେ ଡାଏବେଟିସ୍ ଥିଲେ କେଉଁଭଳି ଖାଦ୍ୟ ଖାଇବେ, କ’ଣ ଖାଇବେ ନାହିଁ, ଡାଏବେଟିସ୍ ନିୟନ୍ତ୍ରଣ ପାଇଁ କେମିତି ହେବା ଦରକାର ଡାଏଟପ୍ଲାନ, ସେ ବିଷୟରେ ଖାଦ୍ୟ ବିଶେଷଜ୍ଞ ସୁଶ୍ରୀ ସଙ୍ଗୀତା ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diabetes #Diet #FoodHabits #Treatment #Healthcare #OdiaHealthTips