ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ କେଶ ଝଡ଼ିବା, ଅଳ୍ପ ବୟସରୁ କେଶ ପାଚିବା, ରୁପି ହେବା, କେଶ ରୁକ୍ଷ ହୋଇଯିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ଆମର ଖାଦ୍ୟପେୟ ହୋଇପାରେ, ପ୍ରଦୂଷଣ ହୋଇପାରେ ବା କେଶରେ ଆଇରନ୍‌, କେରାଟିନ୍‌ ବା ଷ୍ଟ୍ରେଟ୍‌ନିଂ ଯୋଗୁଁ ମଧ୍ୟ ହୋଇପାରେ।

ତେବେ କେଶକୁ ସୁସ୍ଥ କେମିତି ରଖିହେବ, କିପରି କେଶର ଯତ୍ନ ନେବେ, ସେ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ଵାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HealthyHair #HairCare #Treatment #DoctorAdvice #OdiaHealthTips

Comment