ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମଣିଷ ଭିତରେ ବିଭିନ୍ନ ପ୍ରକାର ଭାବନା ଥାଏ। ସେଥିମଧ୍ୟରୁ ରାଗ ବି ଏକ ପ୍ରକାର ଭାବନା। ଅନ୍ୟମାନଙ୍କ ଭଳି ପିଲାମାନେ ବି ରାଗ ପ୍ରକାଶ କରିଥାଆନ୍ତି। ଏଭଳି ପରିସ୍ଥିତିରେ ନିଜ ପିଲାଙ୍କୁ ସମ୍ଭାଳିବା ବାପା ମା’ଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼େ।
ତେବେ ପିଲାମାନେ କାହିଁକି ଅଧିକ ରାଗିଯାଆନ୍ତି, ପିଲା ରାଗିଥିବା ବେଳେ ସେମାନଙ୍କୁ କେମିତି ବୁଝେଇବେ, ପିଲାଙ୍କୁ ରାଗ ନିୟନ୍ତ୍ରଣ କରିବାକୁ କେମିତି ଶିଖେଇବେ, ସେ ବିଷୟରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜିଜ୍ଞାସା ଇପ୍ସିତା ପଟ୍ଟନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Aggression #ChildCare #Causes #Treatment #OdiaHealthTips #DoctorAdvice