ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଓଭରଆକ୍ଟିଭ୍‌ ବ୍ଲାଡର ଏକ ସାଧାରଣ ସମସ୍ୟା। ଏଥିଯୋଗୁଁ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। ବେଳେ ବେଳେ ପରିସ୍ରା ରୋକିବା ସେମାନଙ୍କ ପାଇଁ ସମ୍ଭବପର ହୋଇନଥାଏ।

ତେବେ ଓଭରଆକ୍ଟିଭ ବ୍ଲାଡର କ’ଣ, ଏହା କାହାକୁ ହେବାର ଆଶଙ୍କା ଅଧିକ ରହିଛି, ଓଭରଆକ୍ଟିଭ ବ୍ଲାଡରର ଲକ୍ଷଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ୟୁରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #OveractiveBladder #Symptoms #Causes #Treatment #OdiaHealthTips #DoctorAdvice

Comment