ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ସାଧାରଣତଃ ଡାଏବେଟିସ୍ ରୋଗୀଙ୍କଠାରେ ଏହି ସମସ୍ୟା ହୋଇଥାଏ।
ତେବେ ହଠାତ୍ ରକ୍ତ ଶର୍କରା କାହିଁକି କମିଯାଏ, ବାରମ୍ବାର ରକ୍ତ ଶର୍କରା କମିଗଲେ କ’ଣ କରିବେ, ସେ ସମ୍ପର୍କରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Hypoglycaemia #LowBloodSugar #Symptoms #Causes #Treatment #OdiaHealthTips #DoctorAdvice