ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କାର୍ପେଲ ଟନଲ ସିଣ୍ଡ୍ରୋମ୍‌ ହେଉଛି ଏକ ସମସ୍ୟା, ଯେଉଁଥିରେ ହାତ ଝିମ୍ ଝିମ୍ ହୋଇଥାଏ। ଏହା କେବଳ ସେତିକି ନୁହେଁ ଆଙ୍ଗୁଠିରେ ଯନ୍ତ୍ରଣା ହେବା ସହ ବଧିରା ଲାଗିଥାଏ।

ତେବେ କାର୍ପେଲ ଟନ ସିଣ୍ଡ୍ରୋମର ଲକ୍ଷଣ କ’ଣ, କାର୍ପେଲ ଟନଲ ସିଣ୍ଡ୍ରୋମକୁ କିପରି ରୋକିବେ, ସେ ବିଷୟରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପୟୋଦ କୁମାର ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CarpalTunnelSyndrome #Symptoms #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here