ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ପ୍ରତି ସ୍ତରରେ ଚ୍ୟାଲେଞ୍ଜ ଆସେ। ପ୍ରସ୍ତୁତି ସମୟରେ ପ୍ରତି ସାତ-ଆଠ ଦିନରେ ଧୈର୍ଯ୍ୟହରା ଲାଗେ, ପାଠପଢ଼ିବାକୁ ଇଚ୍ଛା ହୁଏନି, କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ପ୍ରତିଦିନ ପରିଶ୍ରମ କରିବାକୁ ହେବ”, କୁହନ୍ତି ଓସିଏସ୍ ପରୀକ୍ଷାରେ ସଫଳ ହୋଇଥିବା ଅମ୍ରିତ ଆଚାର୍ଯ୍ୟ।

ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୨ ମସିହାରେ ୭୧ ନମ୍ବର ରାଙ୍କ ହାସଲ କରିଛନ୍ତି ଭୁବନେଶ୍ଵରର ଅମ୍ରିତ ଆଚାର୍ଯ୍ୟ। ପ୍ରଥମ ପ୍ରୟାସରେ ତାଙ୍କୁ ମିଳିଛି ଏହି ସଫଳତା।

କୌଣସି କାମରେ ସଫଳ ହେବାକୁ ହେଲେ ହାର୍ଡ ଓ୍ଵାର୍କ ସହ ସ୍ମାର୍ଟ ଓ୍ଵାର୍କ ଜରୁରୀ ବୋଲି ଅମ୍ରିତ କୁହନ୍ତି।

ଓସିଏସ୍ କ୍ରାକ୍ କରିବା ପାଇଁ କ’ଣ ରହିଥିଲା ଅମ୍ରିତ ଆଚାର୍ଯ୍ୟଙ୍କ ଷ୍ଟ୍ରାଟେଜି, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #AmritAcharya #Strategy #Topper #OAS #OCS #OPSC #OdishaCivilServices

Comment