ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ପରିବାର ନିୟନ୍ତ୍ରଣ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅବାଞ୍ଛିତ ଗର୍ଭଧାରଣ ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ।

ତେବେ ଗର୍ଭଧାରଣ କରିବାର ସଠିକ ବୟସ କେତେ ହେବା ଦରକାର, କମ୍‌ ବୟସରେ ଗର୍ଭଧାରଣ ଯୋଗୁଁ କେଉଁ ସମସ୍ୟା ହୁଏ ଏବଂ ଏହାକୁ କିପରି ଏଡ଼ାଇବେ, ସେ ବିଷୟରେ ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UnwantedPregnancy #Treatment #OdiaHealthTips #DoctorAdvice

Comment