ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ଲୋକଙ୍କର ଖାଇସାରିବା ପରେ ପେଟ ଫୁଲିଯାଏ। ପେଟ ଟାଇଟ୍‌ ଲାଗେ ବା ଅସହଜ ମନେ ହୁଏ। ଏହା କେଉଁ କାରଣରୁ ହୁଏ ଅଧିକାଂଶ ସମୟରେ ଜଣାପଡ଼ି ନଥାଏ।

ତେବେ ଖାଇସାରିବା ପରେ ପେଟ କାହିଁକି ଫୁଲେ, ଏହା ଫୁଲିବା ଗ୍ୟାସ୍‌ ବା ଏସିଡିଟିର ଲକ୍ଷଣ କି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Bloating #Symptoms #Causes #Treatment #OdiaHealthTips #DoctorAdvice

Comment