ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହାର ଚିକିତ୍ସା କରାଇବା ଆବଶ୍ୟକ।
ତେବେ ଗର୍ଭାବସ୍ଥାରେ ରକ୍ତହୀନତା କେଉଁମାନଙ୍କୁ ହେବାର ଆଶଙ୍କା ଥାଏ, ଗର୍ଭାବସ୍ଥାରେ ରକ୍ତହୀନତାକୁ କିପରି ରୋକିବେ, ଗର୍ଭାବସ୍ଥାରେ ରକ୍ତହୀନତା ହେଲେ କେଉଁ ସମସ୍ୟା ହୋଇପାରେ, ସେ ବିଷୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Anaemia #Pregnancy #Healthcare #OdiaHealthTips #DoctorAdvice