ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଟିକାକରଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପ୍ରତ୍ୟେକ ଶିଶୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ୧୮ ବର୍ଷପରେ ମଧ୍ୟ କେତେକ ଟିକାରହିଛି, ଯାହା ନେବା ଜରୁରୀ।

ତେବେ ୧୮ ବର୍ଷ ବୟସ ପରେ ଟିକାକରଣର ଗୁରୁତ୍ବ କେତେ, କେଉଁ ଟିକା ନେବା ଆବଶ୍ୟକ, ସେ ସମ୍ପର୍କରେ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଶ୍ରୀ ସାମନ୍ତରାୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Vaccination #AdultVaccination #OdiaHealthTips #DoctorAdvice

Comment