ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ସମସ୍ୟା ହୋଇଗଲାଣି। କିଶୋରଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖିବାକୁ ମିଳିଥାଏ। କିଏ ଚାଲିବା ବେଳେ ହୃଦ୍‌ଘାତର ଶିକାର ହେଉଛି ତ କିଏ ନାଚୁଥିବା ଅବସ୍ଥାରେ ଟଳି ପଡୁଛି, ଯାହା ବର୍ତ୍ତମାନ ସମୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।

ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟ ପେୟରେ ଅନିୟମିତତା ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ ହୃଦ୍‌ଘାତ ଆଶଙ୍କାକୁ ବୃଦ୍ଧି କରିଥାଏ।

ତେବେ କେଉଁ ସମୟରେ ହୃଦଘାତ ହେବାର ଆଶଙ୍କା ରହିଛି, ସକାଳୁ ହୃଦଘାତର ଶିକାର ହେଲେ କ’ଣ କରିବେ, ଅଚାନକ ହୃଦଘାତ ହେଲେ କେମିତି ଜାଣିବେ, ସେ ବିଷୟରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartAttack #HeartCare #HealthyHeart #OdiaHealthTips #DoctorAdvice

Comment