ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିଭିନ୍ନ ଦୂରାରୋଗ୍ୟର କାରଣ ହେଉଛି ଡାଏବେଟିସ୍‌, ଯେପରିକି ଡାଏବେଟିକ୍‌ ନେଫ୍ରୋପାଥି। ଅନିୟନ୍ତ୍ରିତ ଡାଏବେଟିସ୍‌ ଯୋଗୁଁ କିଡ୍‌ନି ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ଜରୁରୀ।

ତେବେ ଡାଏବେଟିକ୍ ନେଫ୍ରୋପାଥି ହେବାର କାରଣ କ’ଣ, ଡାଏବେଟିସ ଯୋଗୁଁ କିଡନି ପ୍ରଭାବିତ ହେଲେ କେଉଁ ଲକ୍ଷଣ ଦେଖାଦିଏ, ଡାଏବେଡିସ ରୋଗୀଙ୍କ କିଡନି ପ୍ରଭାବିତ ହେଲେ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ସାଈ ପ୍ରସାଦ ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #Nephropathy #KidneyDisease #DiabeticNephropathy #Healthcare #OdiaHealthTips #DoctorAdvice

Comment