ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ବର୍ତ୍ତମାନ ଯୁବାବସ୍ଥାରେ ହାର୍ଟ ଆଟାକ୍ ଘଟଣା ଅଧିକ ଦେଖିବାକୁ ମିଳୁଛି।
ତେବେ ଯୁବାବସ୍ଥାରେ କାହିଁକି ବଢ଼ୁଛି ହାର୍ଟ ଆଟାକ୍ ସମସ୍ୟା, ଯୁବାବସ୍ଥାରେ ହାର୍ଟ ଆଟାକ୍ର କାରଣ କ’ଣ, ହାର୍ଟ ଆଟାକ୍କୁ ଚିହ୍ନିବେ କିପରି ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HeartAttack #HealthyHeart #Symptoms #Causes #Treatment #OdiaHealthTips #DoctorAdvice