ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆସ୍ଥମା ହେଉଛି ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟା ଜନିତ ରୋଗ। ଆସ୍ଥମା ହେଲେ ପ୍ରଶ୍ୱାସ ନେବାରେ ସମସ୍ୟା ହେବା, କାଶ ହେବା, ଛାତିରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଦିଏ।
କେବଳ ବୟସ୍କ ନୁହନ୍ତି ପିଲାମାନେ ମଧ୍ୟ ଆସ୍ଥମାର ଶିକାର ହୋଇଥାନ୍ତି। ପିଲାଙ୍କଠାରେ ଆସ୍ଥମା ହେଲେ ଏହାକୁ ପରିଚାଳନା କରିବା ଜରୁରୀ ବୋଲି ଡାକ୍ତର କୁହନ୍ତି।
ତେବେ ପିଲାଙ୍କଠାରେ ଆସ୍ଥମା ହେବାର କାରଣ କ’ଣ, ପିଲାଙ୍କଠାରେ ଆସ୍ଥମା ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ, ଆସ୍ଥମାକୁ ଚିହ୍ନିବେ କିପରି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେୟମୟୀ ନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Asthma #ChildCare #Symptoms #Causes #Treatment #OdiaHealthTips #DoctorAdvice

















