ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ନବଜାତ ଶିଶୁର ଯତ୍ନ ଶିଶୁଟିଏ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଆବଶ୍ୟକ। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଦରକାର। ପ୍ରସବ ସର୍ବଦା ସ୍ୱାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ ବୋଲି ଡାକ୍ତର କୁହନ୍ତି।

ତେବେ ନବଜାତ ଶିଶୁର ଯତ୍ନ କିପରି ନେବେ, ଜନ୍ମ ପରେ ଶିଶୁକୁ କେଉଁ କେଉଁଟିକା ଦେବା ଆବଶ୍ୟକ, ଶିଶୁକୁ ଛଆ ମାସ ପରେ କେଉଁ ଭଳି ଖାଦ୍ୟ ଦେବେ, ସେ ବିଷୟରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ମଲ୍ଲିକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BabyCare #NewBornBabyCare #ChildCare #OdiaHealthTips #DoctorAdvice

Comment