ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ସେବନ, ଶାରୀରିକ ପରିଶ୍ରମର ଅଭାବ ଏବଂ ମୋଟାପଣ ଏଥିପାଇଁ ଦାୟୀ। ଏହି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଅର୍ଶ, ମଳକଣ୍ଟକ ଭଳି ସମସ୍ୟା ମଧ୍ୟ ଉପୁଜିପାରେ।

ତେବେ କୋଷ୍ଠକାଠିନ୍ୟକୁ କେମିତି ଚିହ୍ନିବେ, କୋଷ୍ଠକାଠିନ୍ୟ ହେବାର କାରଣ କ’ଣ, କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କ’ଣ ଖାଇବେ, କ’ଣ ନୁହେଁ ଓ କୋଷ୍ଠକାଠିନ୍ୟକୁ କେମିତି ଦୂର କରିବେ, ସେ ବିଷୟରେ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Constipation #Causes #Symptoms #Treatment #Healthcare #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here