ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।

ଜରାୟୁ କର୍କଟ ରୋଗ ମହିଳାମାନଙ୍କୁ ହୋଇଥାଏ। ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାର ସମ୍ଭାବନା ରହିଛି।

ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନ୍ସର, ସର୍ଭାଇକାଲ କ୍ୟାନ୍ସର କ’ଣ, ସର୍ଭାଇକାଲ କ୍ୟାନ୍ସରକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବେ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ଶୁଭାଶିଷ ମିଶ୍ର କ’ଣ କହୁଛନ୍ତି ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CervicalCancer #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here