ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା ରହିଛି। ଏହି ସ୍ତର କମିଗଲେ ବ୍ୟକ୍ତିଙ୍କଠାରେ ମୁଣ୍ଡ ବିନ୍ଧା, ଥକ୍କାପଣ ଭଳି ଲକ୍ଷଣ ଦେଖାଦିଏ, ବେଳେ ବେଳେ ବ୍ୟକ୍ତି ହସ୍ପିଟାଲରେ ମଧ୍ୟ ଆଡ୍‌ମିଟ୍‌ ହେବାକୁ ପଡ଼ିପାରେ।

ତେବେ ଶରୀରରେ ସୋଡିୟମ ଅଭାବ ହେଲେ କେଉଁ ଲକ୍ଷଣ ସବୁ ଦେଖାଦିଏ, ସୋଡିୟମ ଅଭାବ ହେବାର କାରଣ କ’ଣ, ସୋଡିୟମ ଅଭାବ ହେଲେ କେମିତି ଜାଣିବେ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧାଂଶୁ ଶେଖର ସେଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SodiumDeficiency #Symptoms #Causes #Treatment #OdiaHealthTips #DoctorAdvice

Comment