ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିଥିବା କଂସ ମହାରାଜାଙ୍କ ରାଜୁତିର ଆଜି ହେଉଛି ଶେଷଦିନ। କଂସଙ୍କ ବଧ ସହ ଶେଷ ହେବ ଧନୁଯାତ୍ରା।

ଏହି ୧୧ ଦିନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ଲୀଳାଖେଳା ଦେଖିବାକୁ ମିଳିଛି। ଶେଷ ଦିନରେ କଂସ ବଧ ଦେଖିବାକୁ ମିଳିବ। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚ୍ୟାନେଲରେ କଂସ ବଧର ସିଧାପ୍ରସାରଣ ଦେଖନ୍ତୁ।

Tags: #BargarhDhanuJatra #KansaBadha #KansaMaharaj #Bargarh

Comment