ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ହେଲେ ସବୁ ମୁଣ୍ଡବିନ୍ଧା ମାଇଗ୍ରେନ୍ ବା ଅଧକପାଳି ହୋଇନଥାଏ। କାରଣ ମୁଣ୍ଡବିନ୍ଧାର ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ।
ତେବେ ମୁଣ୍ଡବିନ୍ଧା କାହିଁକି ହୁଏ, ମୁଣ୍ଡବିନ୍ଧା କେତେ ପ୍ରକାରର, ମୁଣ୍ଡବିନ୍ଧାର କୌଣସି ଜଟିଳତା ଥାଏ, କେଉଁ କେଉଁ ଖାଦ୍ୟ ଖାଇଲେ ମୁଣ୍ଡବିନ୍ଧା ହୁଏ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଆକାଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Headache #Causes #Symptoms #Treatment #OdiaHealthTips #DoctorAdvice