ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଜଣେ ବ୍ୟକ୍ତି ଜୀବନରେ କେବେ ନା କେବେ ଷ୍ଟ୍ରେସ୍ର ସମ୍ମୁଖୀନ ହୋଇଥାଆନ୍ତି। ମାନସିକ ଚାପ ହେଉଛି ଏକ ଭାବନା, ଯାହା କୌଣସି ଘଟଣା କିମ୍ବା ଚିନ୍ତାଧାରାରୁ ସୃଷ୍ଟି ହୋଇଥାଏ। ଏହା ଅତ୍ୟନ୍ତ ସାଧାରଣ, କିନ୍ତୁ ଦୀର୍ଘ ସମୟ ଧରି ଚାପ ଅନୁଭବ କରିବା ଜଣେ ବ୍ୟକ୍ତି ପାଇଁ କ୍ଷତିକାରକ ହୋଇପାରେ।
ତେବେ ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି ଷ୍ଟ୍ରେସ୍, ଏଙ୍ଗଜାଇଟି, ଷ୍ଟ୍ରେସ ଓ ଟେନସନ ମଧ୍ୟରେ ଫରକ କ’ଣ, ଷ୍ଟ୍ରେସକୁ ଚିହ୍ନିବେ କିପରି ଓ କିପରି ଷ୍ଟ୍ରେସ୍ ପରିଚାଳନା କରିବେ, ସେ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱୟଂ ପ୍ରଭା ବରାଳ କ’ଣ କହୁଛନ୍ତି ଜାଣିବ ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #StressManagement #Treatment #causes #OdiaHealthTips #DoctorAdvice