ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ତ୍ୱଚାରେ ଆଲର୍ଜି ବା ସ୍କିନ ଆଲର୍ଜି ବିଭିନ୍ନ କାରଣରୁ ହୋଇପାରେ। କିଛି ଲୋକଙ୍କୁ କୌଣସି ଖାଦ୍ୟରୁ ଆଲର୍ଜି ହୋଇଥାଏ। ଅନ୍ୟ କିଛି ବ୍ୟକ୍ତିଙ୍କଠାରେ ଅଳଙ୍କାର, ସୂର୍ଯ୍ୟ କିରଣରୁ ବା କୌଣସି କାରଣ ନଥାଇ ମଧ୍ୟ ଆଲର୍ଜି ହୋଇପାରେ। ଆଲର୍ଜି ଯୋଗୁଁ ତ୍ୱଚା କୁଣ୍ଡାଇ ହୋଇଥାଏ, ଲାଲ ଲାଲ ପଡ଼ିଥାଏ ଏବଂ କଳା ପଡ଼ିଯାଏ।

ତେବେ ଚର୍ମରେ କେଉଁ କେଉଁ ପ୍ରକାର ଆଲର୍ଜି ହୋଇପାରେ, ସୂର୍ଯ୍ୟ କିରଣରୁ ଚର୍ମ ଆଲର୍ଜି ହେଲେ କ’ଣ କରିବେ, ଚର୍ମ ଆଲର୍ଜି କାହିଁକି ହୁଏ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ଷଡ଼ଙ୍ଗୀ କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SkinAllergy #Causes #Treatment #OdiaHealthTips #DoctorAdvice

Comment