ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କେମୋଥେରାପିର ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କେଶ ଝଡ଼ିବା। ହେଲେ ଏହି କେଶ ଝଡ଼ିବା ପ୍ରକ୍ରିୟାକୁ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ। ଏହା ତାଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ।

ତେଣୁ, କେମୋ ଯୋଗୁଁ କେଶ ଝଡ଼ିବା ବିଷୟରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆସେ।

ତେବେ କ୍ୟାନ୍ସର ରୋଗୀଙ୍କର କେଶ କାହିଁକି ଝଡ଼େ, କେମୋ ଥେରାପି କ’ଣ, ଏହାର ପାର୍ଶ୍ଵପ୍ରତିକ୍ରିୟା କ’ଣ, କେତେବେଳେ କେଶ ଝଡ଼ିବା ଆରମ୍ଭ ହୁଏ, କେମୋଥେରାପି ବେଳେ ଦୈନନ୍ଦିନ କାର୍ଯ୍ୟ କରିହୁଏ କି ନାହିଁ, କେମୋ ଥେରାପି ଯନ୍ତ୍ରଣାଦାୟକ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ଶୁଭାଶିଷ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Cancer #Chemotherapy #Hairfall #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here