ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମହାନାୟକ ପାଲଟନ୍ତି ଦ୍ଵପରଯୁଗର ଖଳନାୟକ ମହାରାଜା କଂସ। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଲଟେ ବରଗଡ଼ ସହର। ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲେ ମହାରାଜା କଂସଙ୍କ ରାଜୁତି।

ବରଗଡ଼ ଧନୁଯାତ୍ରାରେ ମହାରାଜା କଂସ ଜଣେ ସୁଶାସକ। ଚଳିତ ବର୍ଷ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିଣି ନେଇଥିଲା। ଏହି ଅବସରରେ ନିଜ ଅଭିନୟ ତଥା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ‘ଓଡ଼ିଶାଲାଇଭ୍’କୁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଭୁବନେଶ୍ୱର ପ୍ରଧାନ। ଦେଖନ୍ତୁ ଭିଡିଓ।

Tags: #Dhanujatra #BargarhDhanujatra #KansaMaharaja #BhubaneswarPradhan #Culture #Odisha

Comment