ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଋତୁସ୍ରାବ ବା ପିରିୟଡସ ଜଣେ ମହିଳାଙ୍କ ଜୀବନର ଏକ ସାଧାରଣ ଏବଂ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ଅଧିକାଂଶ ମହିଳାଙ୍କର ମାସିକ ଋତୁସ୍ରାବ ପ୍ରାୟ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ହୋଇଥାଏ। 

କେତେକ ମହିଳାଙ୍କର ପିରିୟଡସ ସମୟରେ ଅତ୍ୟଧିକ କିମ୍ବା ବହୁ କମ୍ ରକ୍ତସ୍ରାବ ହୋଇଥାଏ। ପିରିୟଡସ ବେଳେ ଅସ୍ୱାଭାବିକ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ ଗର୍ଭାଶୟରୁ ଅସ୍ଵାଭାବିକ ରକ୍ତସ୍ରାବ କାହିଁକି ହୁଏ, ସ୍ଵାଭାବିକ ଓ ଅସ୍ଵାଭାବିକ ରକ୍ତସ୍ରାବକୁ ଚିହ୍ନିବେ କିପରି, କେଉଁ ସବୁ ପରୀକ୍ଷା ପରେ ଏହି ସମସ୍ୟା ସମ୍ପର୍କରେ ଜାଣିହୁଏ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Periods #AbnormalUterineBleeding #Symptoms #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here