ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କେବଳ ଖାଦ୍ୟପେୟରେ ଅନିୟମିତତା ନୁହେଁ, ମେଦବହୁଳତା, ଡାଏବେଟିସ୍ ତଥା ଅନ୍ୟ ଦୂରାରୋଗ୍ୟ ଯୋଗୁଁ ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢ଼ିଥାଏ। ସେହିପରି ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଗଲେ ଏହା ହୃଦ୍ ରୋଗର କାରଣ ପାଲଟିଯାଏ। ତେଣୁ ସବୁ ଦିଗରୁ ସତର୍କ ରହିବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।
ତେବେ ଶରୀରରେ କୋଲେଷ୍ଟ୍ରୋଲର ଭୂମିକା କ’ଣ, ଭଲ ଓ ଖରାପ କୋଲେଷ୍ଟ୍ରୋଲ କକ୍ଷଣ, ଶରୀରରେ ଖରାପ କୋଲେଷ୍ଟ୍ରୋଲ କାହିଁକି ବଢ଼େ, ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଲେ କ’ଣ ଅସୁବିଧା ହୋଇପାରେ ଓ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କିପରି କରିବେ, ସେ ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଶୁଭାଶିଷ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Cholesterol #HighCholesterol #Causes #Treatment #OdiaHealthTips #DoctorAdvice