ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କର ପସନ୍ଦ ଦାଗ ବିହୀନ ଚମଦାର ଚେହେରା। କିନ୍ତୁ ଶରୀରରେ ବ୍ରଣ ହେଲେ ଅନେକ ଚିନ୍ତାରେ ପଡ଼ିଯାଆନ୍ତି। ଚର୍ମଜନିତ ସମସ୍ୟା ମଧ୍ୟରେ ବ୍ରଣ ହେଉଛି ସବୁଠାରୁ ସାଧାରଣ ସମସ୍ୟା। ଏହା ମୁହଁ, ପିଠି, କାନ୍ଧ, ପିଠି ଏବଂ ପିଚା ଭଳି ସ୍ଥାନରେ ହୋଇଥାଏ। ଏହା ବିଭିନ୍ନ କାରଣ ଯୋଗୁଁ ଥାଏ ବୋଲି ଡାକ୍ତର କୁହନ୍ତି।
ତେବେ ବ୍ରଣ କାହିଁକି ହୁଏ, କେବଳ ତେଲିଆ ତ୍ଵଚାରେ ବ୍ରଣ ହୁଏ କି, ବ୍ରଣର ଯତ୍ନ କେମିତି ନେବେ ଏବଂ ଏହାର ଚିକିତ୍ସା କେମିତି ହୁଏ, ସେ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରା କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Acne #Pimples #Causes #Treatment #OdiaHealthTips #DoctorAdvice
















