ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପୂର୍ବରୁ ପିଲା ଜିଦି କରୁଥିଲେ ବା ରାଗୁଥିଲେ ଅଭିଭାବକମାନେ ସେମାନଙ୍କୁ ତାଗିତ୍‌ କରୁଥିଲେ, ବାଡ଼ାଉଥିଲେ। ଫଳରେ ପିଲାଙ୍କ ମନରେ ଭୟ ଲାଗି ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ଯାହା ମାଗିଲେ ବାପା ମା’ ସେମାନଙ୍କୁ ଧରାଇ ଦେଉଛନ୍ତି। ଫଳରେ ଧୀରେ ଧୀରେ ପିଲା ଅଧିକ ଜିଦିଆ ହୋଇଯାଉଛନ୍ତି।

ଏଭଳି ପରିସ୍ଥିତିରେ ସେମାନଙ୍କୁ ବୁଝାଇବା ଗୁରୁତ୍ୱପୂର୍ଣ୍ଣ, ତେବେ ପିଲା ରାଗିଗଲେ ସେମାନଙ୍କୁ କେମିତି ବୁଝାଇବେ, ସେ ବିଷୟରେ ମନସ୍ତତ୍ୱବିତ୍‌ ସମ୍ବିତ ନନ୍ଦଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #AggressiveBehavior #Children #Causes #ChildCare #OdiaHealthTips #DoctorAdvice

Comment