ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ଲୋକଙ୍କର ଖାଇସାରିବା ପରେ ପେଟ ଫୁଲିଯାଏ ବା ପେଟ ଟାଇଟ୍‌ ଲାଗେ ଏବଂ ଅସହଜ ମନେ ହୁଏ। ଏହା ଗ୍ୟାସ୍‌ ବା ଏସିଡିଟିର ଲକ୍ଷଣ ଜାଣିପାରନ୍ତି ନାହିଁ।

ତେବେ ଖାଇସାରିବା ପରେ କାହିଁକି ପେଟ ଫୁଲିଯାଏ, କେତେବେଳେ ଜଣେ ଡାକ୍ତରଙ୍କ ପରାମର୍ଶ ନେବେ, ସେ ସମ୍ପର୍କରେ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Bloating #BloatedStomach #Causes #Treatment #HealthCare #OdiaHealthTips #DoctorsAdvice

Comment