ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିସ୍ରା ଥଳିରେ କ୍ୟାନ୍ସର ହେବାକୁ ବ୍ଲାଡର କ୍ୟାନ୍ସର କୁହାଯାଏ। ଏହାର କାରଣ ଜେନେଟିକ୍‌ ହୋଇପାରେ କିମ୍ବା ତମ୍ବାଖୁ, ଧୂମପାନ ଯୋଗୁଁ ମଧ୍ୟ ହୋଇପାରେ।

ତେବେ ବ୍ଲାଡର କ୍ୟାନ୍ସର କାହାକୁ ହେବାର ଆଶଙ୍କା ଅଧିକ ରହିଛି, ବ୍ଲାଡର କ୍ୟାନ୍ସରର ପ୍ରାଥମିକ ଲକ୍ଷଣ କ’ଣ, ବ୍ଲାଡର କ୍ୟାନ୍ସରକୁ ଚିହ୍ନିବେ କିପରି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UrinaryBladderCancer #Causes #Symptoms #Treatment #OdiaHealthTips #DoctorAdvice

Comment