ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ଜଣ୍ଡିସ୍‌ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ। ଏହା ବ୍ୟତୀତ ଭୋକ ଲାଗିନଥାଏ। ଛୋଟ ପିଲାଙ୍କଠାରେ ଲିଭର ଜଣ୍ଡିସ୍‌ ହୋଇଥାଏ କି।

ତେବେ ଛୋଟ ପିଲାଙ୍କୁ କାହିଁକି ହୁଏ ଲିଭର ଜଣ୍ଡିସ୍, ଛୋଟ ପିଲାଙ୍କୁ ଲିଭର ଜଣ୍ଡିସ୍‌ ହେଲେ କେମିତି ଜାଣିବେ, ଏହି ସମୟରେ ହେଲେ ସେମାନଙ୍କୁ କ’ଣ ଖାଇବାକୁ ଦେବେ ଓ କ’ଣ କଲେ ପିଲାଙ୍କୁ ଲିଭର ଜଣ୍ଡିସ୍ ହେବ ନାହିଁ, ସେ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #LiverJaundice #ChildCare #Causes #Treatment #HealthCare #OdiaHealthTips #DoctorsAdvice

LEAVE A REPLY

Please enter your comment!
Please enter your name here