ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସ୍ଵାସ୍ଥ୍ୟ କହିଲେ ଏକ ସୁସ୍ଥ ମନ ଏବଂ ସୁସ୍ଥ ଶରୀରକୁ ବୁଝାଏ। ତେଣୁ ସୁସ୍ଥ ରହିବାକୁ ହେଲେ ଆମକୁ ପ୍ରତିଦିନ ଯୋଗ, ପ୍ରାଣାୟାମ ଏବଂ ବ୍ୟାୟାମ କରିବାକୁ ହେବ।

ଯୋଗ ଦ୍ଵାରା ବିଭିନ୍ନ ରୋଗ ଭଲ ହୋଇପାରେ। ଯୋଗାସନ ଦ୍ଵାରା ଡାଏବେଟିସ୍‌କୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ।

ତେବେ କେଉଁ ଯୋଗ କଲେ କେଉଁ ରୋଗ ଭଲ ହେବ, ଡାଏବେଟିସ ନିୟନ୍ତ୍ରଣ ପାଇଁ କେଉଁ ଯୋଗ ଆସନ କରାଯାଏ, ସେ ବିଷୟରେ ଯୋଗ ଏକ୍ସପର୍ଟ ପ୍ରତ୍ୟୁଷ ରଞ୍ଜନ ରାୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Yoga #Diabetes #Yogasan #HealthCare #OdiaHealthTips

Comment