ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବନ୍ଧ୍ୟାଦୋଷ ବା ଇନ୍ଫର୍ଟିଲିଟି ସମସ୍ୟା ପୁରୁଷଙ୍କାରେ ମଧ୍ୟ ଦେଖାଦିଏ। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ଆଜିକାଲିର ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ଡେରିରେ ପିଲା ଛୁଆ ପ୍ଲାନ୍ କରିବା ବନ୍ଧ୍ୟାଦୋଷର କାରଣ ବୋଲି ଡାକ୍ତର କୁହନ୍ତି।
ତେବେ ପୁରୁଷ ବନ୍ଧ୍ୟାଦୋଷ କ’ଣ, ପୁରୁଷ ବନ୍ଧ୍ୟାଦୋଷର କାରଣ କ’ଣ, କେଉଁ ବୟସରେ ପ୍ରଜନନ କ୍ଷମତା କମିବା ଆରମ୍ଭ ହୋଇଥାଏ, ପୁରୁଷ ପ୍ରଜନନ କ୍ଷମତା ବୃଦ୍ଧି ହୋଇପାରିବ କି, ପୁରୁଷ ବନ୍ଧ୍ୟାଦୋଷକୁ ଏଡ଼ାଇବେ କେମିତି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ତଥା ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #MaleInfertility #Causes #Treatment #HealthCare #OdiaHealthTips #DoctorsAdvice