ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ସଠିକ ଡାଏଟର ଆବଶ୍ୟକତା ରହିଛି। ମା’ ଯେଉଁ ପ୍ରକାର ଖାଦ୍ୟ ଖାଇଥାନ୍ତି ତା’ର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ।

ତେବେ ଗର୍ଭାବସ୍ଥାରେ କ’ଣ ଖାଇବା ଦରକାର, ଗର୍ଭାବସ୍ଥାରେ କେମିତି ହେବା ଆବଶ୍ୟକ ଡାଏଟ୍‌, ପ୍ରସବ ପରେ କେଉଁଭଳି ଡାଏଟ୍ ନେବ ଜାରୁରୀ, ସେ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Pregnancy #Diet #HealthyDiet #Treatment #OdiaHealthTips #DoctorAdvice

Comment