ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ରୁପି ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହାକୁ ନେଇ ଅନେକ ଚିନ୍ତିତ ମଧ୍ୟ ହୋଇପଡ଼ନ୍ତି।
ତେବେ କାହିଁକି ରୁପି ସମସ୍ୟା ଦେଖାଦେଇଥାଏ, ଏହା ସାଧାରଣ ରୁପି ନା କୌଣସି ରୋଗ, ରୁପି କୌଣସି ଚର୍ମ ରୋଗର କାରଣ କି, ରୁପି ଯୋଗୁଁ ଚୁଟି ଝଡ଼ିଥାଏ କି, ରୁପି ସମସ୍ୟା କିପରି ଦୂର ହେବ, ସେ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Dandruff #Causes #Treatment #OdiaHealthTips #DoctorAdvice