ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଧିକାଂଶ ମହିଳାଙ୍କୁ ପିରିୟଡସ୍ ପୂର୍ବରୁ ପେଟ କାଟିବା, ଶାରୀରିକ ବ୍ୟଥା, ମୁଡ୍ ସୁଇଙ୍ଗ୍ ଭଳି ଲକ୍ଷଣ ଦେଖା ଦେଇଥାଏ। ଅନେକଙ୍କ ମଧ୍ୟରେ ଶାରୀରିକ ପରିବର୍ତ୍ତନ ମଧ୍ୟ ହୋଇପାରେ, ଯେପରିକି ସ୍ତନ ଦରଜ ହେବା ଓ ପେଟ ଫୁଲିବା ଆଦି। ଏଗୁଡ଼ିକ ହେଉଛି ପ୍ରିମେନ୍ଷ୍ଟ୍ରୁଆଲ ସିଣ୍ଡ୍ରୋମ (ପିଏମଏସ) ର ଲକ୍ଷଣ, ଯାହା ଆପଣଙ୍କ ଋତୁସ୍ରାବ ଅବଧି ଆରମ୍ଭ ହେବା ପୂର୍ବରୁ ପ୍ରତି ମାସରେ ହୋଇପାରେ।
ତେବେ ପିରିୟଡସ୍ ପୂର୍ବରୁ କାହିଁକି ପେଟ କାଟେ, ପିଏମଏସ୍ କ’ଣ, ମେନୋପଜ ପରେ ସମସ୍ୟା ଦେଖାଯାଏ କି, ସେ ବିଷୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Periods #PMS #Causes #Treatment #OdiaHealthTips #DoctorAdvice