ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟ ପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ମଧ୍ୟରୁ ମେଦବହୁଳତା ବା ମୋଟାପଣ ଅନ୍ୟତମ।

ମେଦବହୁଳତା ବିଭିନ୍ନ ରୋଗର କାରଣ ପାଲଟେ। ବିଭିନ୍ନ କାରଣରୁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରୀ ହୋଇପଡ଼ିଛି।

ତେବେ ମେଦବହୁଳତା କାହିଁକି ହୁଏ, ମେଦବହୁଳତା ଯୋଗୁଁ କ’ଣ ସମସ୍ୟା ହୋଇପାରେ, ମେଦବହୁଳତାକୁ କେମିତି ନିୟନ୍ତ୍ରଣ କରିବେ, ସେ ବିଷୟରେ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Obesity #Causes #HealthCare #Treatment #HealthyLife #OdiaHealthTips #DoctorAdvice

Comment