ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ରେଷ୍ଟଲେସ୍ ଲେଗ ସିଣ୍ଡ୍ରୋମ୍ ହେଉଛି ଏମିତି ଏକ ସମସ୍ୟା, ଯେଉଁଥିରେ ଦୁଇଗୋଡ଼, ପାଦ ଓ ଜଙ୍ଘ ବିନ୍ଧା ହୋଇଥାଏ। ବିଶେଷ କରି ଶୋଇବା ବେଳେ କିମ୍ବା ବିଶ୍ରାମ କରିବା ସମୟରେ ଗୋଡ଼ରେ ବଥା ହୋଇଥାଏ। ଫଳରେ ବ୍ୟକ୍ତି ଅସହଜ ମନେ କରିଥାଆନ୍ତି।
ତେବେ ଶୋଇବା ବେଳେ କାହିଁକି ଗୋଡ଼ ବଥା ହୁଏ, ରେଷ୍ଟଲେସ୍ ଲେଗ ସିଣ୍ଡ୍ରୋମ କ’ଣ, ଏହା କାହିଁକି ହୁଏ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #RestlessLegSyndrome #Causes #Symptoms #Treatment #HealthyLife #OdiaHealthTips #DoctorAdvice