ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜିକାଲି କେଶ ଜନିତ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। କେଶ ଝଡ଼ିବା, ଅଳ୍ପ ବୟସରେ କେଶ ପାଚିବା, ଚନ୍ଦା ହୋଇଯିବା ଭଳି ସମସ୍ୟା ବହୁତ ସାଧାରଣ ହୋଇଯାଇଛି। ବର୍ତ୍ତମାନର ଖାଦ୍ୟଶୈଳୀ, ଖାଦ୍ୟପେୟରେ ଅନିୟମିତତା, ଷ୍ଟ୍ରେସ୍, ପ୍ରଦୂଷଣ ଓ ଅନ୍ୟାନ୍ୟ ରୋଗ ଏହାର କାରଣ ବୋଲି ଡାକ୍ତର କୁହନ୍ତି।
ତେବେ ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି କେଶ ଜନିତ ସମସ୍ୟା, କେଶ ଝଡ଼ିବା ରୋକିବେ କିପରି, ସୁସ୍ଥ କେଶ ପାଇଁ ଘରୋଇ ଉପଚାର କ’ଣ ରହିଛି, ସେ ବିଷୟରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HairLoss #HairFall #Causes #Treatment #HealthyLife #OdiaHealthTips #DoctorAdvice