ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ କ୍ୟାନ୍ସର ରୋଗୀଙ୍କୁ ରେଡିଏସନ୍ ତଥା କେମୋଥେରାପି ଭଳି ଚିକିତ୍ସା ନେବାକୁ ପଡ଼ିଥାଏ। ଏହାର ଅନେକ ଗୁଡ଼ିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ଥାଏ, ତେଣୁ ଏହି ସମୟରେ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ।
ଏହି ସମୟରେ ସଠିକ୍ ପୋଷଣର ଆବଶ୍ୟକତା ବିଶେଷ ଭାବେ ରହିଛି। କ୍ୟାନ୍ସର ସର୍ଜରି ବେଳେ କେଉଁଭଳି ଖାଦ୍ୟ ଖାଇବା ଜରୁରୀ, କ୍ୟାନ୍ସର ଚିକିତ୍ସା ସମୟରେ କେଉଁ କେଉଁ ଖାଦ୍ୟରୁ ନିବୃତ୍ତ ରହିବା ଆବଶ୍ୟକ, କେମୋଥେରାପି ଓ ରେଡିଏସନ ବେଳେ ପୋଷଣର ଗୁରୁତ୍ଵ କ’ଣ, ସେ ବିଷୟରେ ଡାଏଟିସିଆନ୍ ସୁନିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Cancer #Treatment #HealthCare #HealthyLife #OdiaHealthTips #DoctorAdvice
















