ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜିକାଲି କମ୍ ବୟସରୁ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ଭୁଲ ଶୈଳୀରେ ବସିବା, ଶାରୀରିକ ପରିଶ୍ରମର ଅଭାବ ଏବଂ ଏଭଳି ଅନେକ କାରଣ।
ତେବେ ଅଣ୍ଟା ବିନ୍ଧାକୁ ରୋକିବା କିପରି, ଅଣ୍ଟା ବିନ୍ଧାର ଘରୋଇ ଉପଚାର କ’ଣ ରହିଛି, ସେ ବିଷୟରେ ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସୀମାଞ୍ଚଳ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BackPain #HomeRemedies #Causes #HealthCare #Treatment #HealthyLife #OdiaHealthTips #DoctorAdvice