ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଫାଷ୍ଟଫୁଡ୍ ଖାଇବା ଯୋଗୁଁ ଧୀରେ ଧୀରେ ପିଲାଙ୍କର ଓଜନ ବଢ଼ିଥାଏ। ଫଳରେ ମୋଟାପଣ ଯୋଗୁଁ ଅଳ୍ପ ବସୟରୁ ପିଲାଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଯାଏ, ଯେପରିକି ଡାଏବେଟିସ୍, ଉଚ୍ଚ ରକ୍ତଚାପ ଆଦି।
ଏଭଳି କ୍ଷେତ୍ରରେ ପିଲାଙ୍କର ମୋଟାପଣକୁ ନେଇ ବାପା ମା’ ଚିନ୍ତାରେ ପଡ଼ିଯାଅନ୍ତି। ତେବେ ପିଲାଙ୍କ ଓଜନ କେମିତି କମାଇବେ, ବାପା ମା’ଙ୍କର କର୍ତ୍ତବ୍ୟ କ’ଣ ରହିବ, ସେ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର କୁମାର ସେଠୀଙ୍କଠାରୁ ଅଧିକା ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Obesity #ObesityinChildren #ChildCare #Causes #Treatment #HealthCare #HealthyLife #OdiaHealthTips #DoctorAdvice


















