ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଶରୀରରେ କ୍ୟାଲସିୟମ୍ ଅଭାବ ହେଲେ ବିଭିନ୍ନ ସମସ୍ୟା ହୋଇଥାଏ, ଯେପରିକି ଆଣ୍ଠୁଗଣ୍ଠି ସମସ୍ୟା, ଅଷ୍ଟିଓପୋରସିସ୍ ଇତ୍ୟାଦି।
ତେବେ ମହିଳାଙ୍କଠାରେ କ୍ୟାଲସିୟମ ଅଭାବଜନିତ ସମସ୍ୟା କାହିଁକି ହୁଏ, କ୍ୟାଲସିୟମ ଅଭାବଜନିତ ଲକ୍ଷଣକୁ କେମିତି ଚିହ୍ନିବେ, କ୍ୟାଲସିୟମ ଅଭାବ ହେଲେ କେଉଁ ସବୁ ସମସ୍ୟା ଦେଖାଦିଏ ଓ କେମିତି କ୍ୟାଲସିୟମ ଅଭାବ ଦୂର କରିବେ, ସେ ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଶୁଧାଂଶୁ ଶେଖର ସେଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CalciumDeficiency #WomenHealth #Causes #HealthCare #Treatment #HealthyLife #OdiaHealthTips #DoctorAdvice